Welcome to Our Channel Lipu & Niru Odia Vlogs .
ଆମର ଆଶା ଏବଂ ବିଶ୍ୱାସ ଯେ ଆପଣ ମାନଙ୍କ ପାଖକୁ ଆମର ଭଲ ପାଇବା ପହଞ୍ଚାଇବା । ଏହି channel ରେ Mini Vlog & Daily Vlog ଦେଖିବାକୁ ପାଇବେ । ଆପଣ ମାନଙ୍କ ଭଲ ପାଇବା ବିନା ଆମେ ଆଗାକୁ ବଢ଼ି ପାରିବୁ ନାହିଁ । ଆଶା ରଖୁଛୁ ଆପଣ ମାନେ ଢେର୍ ସାରା ଭଲ ପାଇବା ଦେଇ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ । ଆମ ଭିଡିଓ ଦେଖିବା ପାଇଁ ହେଲେ Channel ଟିକୁ Subscribe କରି ପାଖରେ ଥିବା🔔 ଘଣ୍ଟି ଚିହ୍ନ ଟିକୁ all option ରେ କ୍ଲିକ୍ କରିଦିଅନ୍ତୁ । ଏହା ଦୁଆରା ମୁଁ ଯେବେ ବି ଭିଡ଼ିଓ ଅପଲୋଡ଼ କରିବି ଆପଣ ମାନେ ଖୁବ୍ ଶୀଘ୍ର ପାଇ ପାରିବେ । ଏହା ସଂପୂର୍ଣ୍ଣ ଭାବେ ମାଗଣା । ଧନ୍ୟବାଦ୍ Channel visit କରି ଥିବାରୁ । I love my Odisha . Thank you ....❤️
Shared 1 year ago
60 views