Silisonu's Food Fun

Welcome silisonu's food fun - Odia cooking channel.

This channel contains, Odisha Authentic vegetarian and non-vegetarian recipes, main course, breakfast, snacks. Simple to learn and easy to cook .

ଏହି ଚାନେଲ ଟି ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଉଦିଷ୍ଟ ବିଶେଷ କରି ଯେଉଁମାନେ ଖାଦ୍ଯତିଆରି କରିବାରେ ନୁଆଁ ଏବଂ ରୁଚି ରଖନ୍ତି | ଏଠି ଆପଣମାନେ ସବୁ ପ୍ରକାରର vegetarian OR Non Vegetarian ଓଡ଼ିଆ , ଇଣ୍ଡିଆନ, ଚାଇନିଜ recipes ସହଜରେ ଏବଂ ଅଳ୍ପ ସମୟରେ ଟିପ୍ସ ସହିତ କେମିତି ହେବ ଶିଖି ପାରିବେ | ଆମ ମାତୃ ଭାଷା ଓଡ଼ିଆ ( Odia ) ବନାଉଥିବା ସବୁ ଖାଦ୍ଯର ଶୈଳୀ କୁ ଓଡ଼ିଆ ରେ ହିଁ କୁହାଯାଇଛି | ସବୁ ଓଡ଼ିଆ ମା , ମାଉସୀ ମାନେ ଅତି ସହଜରେ ବୁଝି ମଧ୍ୟ ପାରିବେ | ଯେଉଁମାନେ ଓଡ଼ିଆ ନୁହନ୍ତି ସହଜ ହେବା ପାଇଁ ସବୁ ଭିଡ଼ିଓ ରେ ଇଂଗ୍ରାଜୀ ରେ ମଧ୍ୟ ଲେଖା ହେଉଛି | ଆଜି subscribe କରନ୍ତ |

All videos are in Odia language with English sub title, so that Odia and non Odia peoples can understand easily. Subscribe the channel and press the bell icon to get notification of our latest updates. Thank You!