Welcome to God Gift ! 🙏🕉️🌹
👩❤️👨 ଏହି ଚ୍ୟାନେଲ ରେ ଆମେ ଜୀବନର ସୌନ୍ଦର୍ଯ୍ୟ, ଆସ୍ଥା ଓ ପ୍ରେରଣା କୁ ଭଜନ ସହକାରେ ଆପଣ ମାନଙ୍କ ପାଖକୁ ପହଞ୍ଚାଇବାକୁ ଶତ ଚେଷ୍ଟା। ଆପଣ ଯଦି ଆତ୍ମିକ ଉନ୍ନତି, ପ୍ରେରଣା ଦାୟକ କାହାଣୀ ବା ଶାନ୍ତିପୂର୍ଣ୍ଣ ଏକ ମୁହୂର୍ତ୍ତ ଖୋଜୁଛନ୍ତି, ତେବେ ଏଠି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। 🌺
👩❤️👨 ଆମେ ବିଶ୍ୱାସ କରୁଛୁଁ ଯେ ଜୀବନ ହେଉଛି ଈଶ୍ୱରଙ୍କ ର ଏକ ଉପହାର, ଏବଂ ପ୍ରତ୍ୟେକ ମୁହୂର୍ତ୍ତ ଆଶୀର୍ବାଦରେ ପୂର୍ଣ୍ଣ। 🎁
👩❤️👨 ଆମ ସହିତ ଯୋଗ ଦିଅନ୍ତୁ ଯେଉଁଠି ଆମେ ଆଶା ଓ ସକାରାତ୍ମକତା କୁ ପ୍ରେରଣା ଦେଇଥିବା ବାର୍ତ୍ତା, ଭଜନ, ଓଡ଼ିଆ ପରମ୍ପରା, ବାଇବଲ ଶ୍ଲୋକ, ଜୀବନ ଶିକ୍ଷା ଓ ଆନ୍ୟାନ୍ୟ କାହାଣୀ ଶେୟାର କରୁଛୁ। 🎵🎶
👩❤️👨 ଆମ ନୂତନ ଭିଡିଓ ଅପଡେଟ୍ ପାଇଁ ସବ୍ସକ୍ରାଇବ୍ କରିବାକୁ ଓ ବେଲ୍ ଆଇକନ୍ ଟିକୁ ଦବାଇବାକୁ ଭୁଲନ୍ତୁ ନାହିଁ ! 🔔
👩❤️👨 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ ! 🙏
✨ ପ୍ରତି ସପ୍ତାହର ପ୍ରେରଣା ପାଇଁ ସବ୍ସକ୍ରାଇବ୍ କରନ୍ତୁ ! ✨
👇. 👇. 👇. 👇.
🙏 ଆସ୍ଥା | 💪 ପ୍ରେରଣା | 🌟 ଉତ୍ସାହ l 🎵 ସଂଗୀତ l
👋 ଧନ୍ୟବାଦ 👍
ଜୟ ଜଗନ୍ନାଥ ଭଜନ
ଭକ୍ତଙ୍କ ଭରସା — ଜଗନ୍ନାଥ ନାମ। ଜୟ ଜଗନ୍ନାଥ 🙏
💥 ନୂତନ ଭିଡ଼ିଓ ଦେଖନ୍ତୁ ଏଠାରେ 👇
youtube.com/shorts/gVa65tQhov...
10 hours ago (edited) | [YT] | 32
View 0 replies
ଜୟ ଜଗନ୍ନାଥ ଭଜନ
ଜଗନ୍ନାଥଙ୍କ ଦୃଷ୍ଟି ସଦା ଆପଣଙ୍କ ଉପରେ ରହୁ, ସମସ୍ତ କାମରେ ସଫଳତା ମିଳୁ। 🚩ନୂଆ ଭିଡ଼ିଓ ଦେଖନ୍ତୁ 👇
youtube.com/shorts/qw_8RGxSVC...
1 day ago (edited) | [YT] | 136
View 0 replies
ଜୟ ଜଗନ୍ନାଥ ଭଜନ
“ମହାପ୍ରଭୁଙ୍କ ଅପାର କୃପାରେ ଆପଣଙ୍କ ପରିବାର ସୁଖ-ଶାନ୍ତିରେ ଭରିଯାଉ।🙏 ନୂଆ ଭିଡ଼ିଓ ଦେଖନ୍ତୁ 👇
youtube.com/shorts/Qs0ullUfaT...
2 days ago (edited) | [YT] | 109
View 0 replies
ଜୟ ଜଗନ୍ନାଥ ଭଜନ
ଜଗନ୍ନାଥ ନାମେ ଦୁଃଖ ଭାଗେ, ଭକ୍ତ ମନେ ସୁଖ ଜାଗେ। ଜୟ ଜଗନ୍ନାଥ 🙏ନୂଆ ଭିଡ଼ିଓ ଦେଖନ୍ତୁ 👇
youtube.com/shorts/a5YQlDX8vt...
3 days ago (edited) | [YT] | 133
View 0 replies
ଜୟ ଜଗନ୍ନାଥ ଭଜନ
🕉️ଆପଣଙ୍କୁ ଓ ଆପଣଙ୍କ ପରିବାରକୁ
ମହା ଶିବରାତ୍ରିର ଅନେକ ଅନେକ ଶୁଭେଚ୍ଛା। 🙏✨
5 days ago | [YT] | 116
View 0 replies
ଜୟ ଜଗନ୍ନାଥ ଭଜନ
ମହାପ୍ରଭୁ ଜଗନ୍ନାଥ ସଦା ଆପଣଙ୍କ ସହ ରହି, ସଠିକ୍ ପଥ ଦେଖାନ୍ତୁ। ଜୟ ଜଗନ୍ନାଥ 🚩
5 days ago | [YT] | 116
View 0 replies
ଜୟ ଜଗନ୍ନାଥ ଭଜନ
ମହାପ୍ରଭୁ ଜଗନ୍ନାଥ ସଦା ଆପଣଙ୍କ ସହ ରହି, ସଠିକ୍ ପଥ ଦେଖାନ୍ତୁ। ଜୟ ଜଗନ୍ନାଥ 🚩
1 week ago | [YT] | 173
View 0 replies
ଜୟ ଜଗନ୍ନାଥ ଭଜନ
ମହାପ୍ରଭୁ ଜଗନ୍ନାଥଙ୍କ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସଫଳତାରେ ଭରିଯାଉ। ଜୟ ଜଗନ୍ନାଥ 🙏
1 week ago | [YT] | 159
View 0 replies
ଜୟ ଜଗନ୍ନାଥ ଭଜନ
ପ୍ରଭୁ ଜଗନ୍ନାଥଙ୍କ କୃପାରେ ତୁମ ଘରେ ସୁଖ,
ମନେ ଶାନ୍ତି ଓ ଜୀବନେ ସଫଳତା ଆସୁ। 🙏
1 week ago | [YT] | 138
View 0 replies
ଜୟ ଜଗନ୍ନାଥ ଭଜନ
🙏 ପ୍ରଭୁ ଜଗନ୍ନାଥଙ୍କ ନାମ ନେଲେ ମନେ ଶାନ୍ତି ମିଳେ 🥰
💥 ନୂତନ ଭିଡ଼ିଓ ଦେଖନ୍ତୁ ଏଠାରେ 👇
youtube.com/shorts/5WatbKmig7...
1 week ago (edited) | [YT] | 135
View 0 replies
Load more