ଜୟ ଜଗନ୍ନାଥ 🙏 ସମସ୍ତଙ୍କୁ 🙏ମୁଁ ଜଣେ ମୁଲିଆ କାମକରିବା ମୋ କର୍ତ୍ତବ୍ୟା ଆଉ କାମ କୁ ଭଗବାନ ପରି ମାନେ ନା କାମ କୁ ନିନ୍ଦିଲା ପରି କିଛି କାମ କରିବି ନା ତା ଅlପମାନ କରିବି ଆଉ ଏ ଜୀବନ ଥିଲା ଯାଏ ଆପଣମାନଙ୍କୁ ହସେଇବି 😊କନ୍ଦେଇବି 😭ଭଲ ପାଇବା ବାଣ୍ଟି ଚାଲିବି ❤️ ମୋ ଅଭିନୟ ଦ୍ୱାରା କେବଳ ଆପଣଙ୍କ ଆଶ୍ରିବାଦ ଦରକାର love you all ❤️ ଜୟ ଜଗନ୍ନାଥ🙏#sadano1#sadacomedy😂



SADA NO1

ଆସୁଛି ଏଇ ଶୁକ୍ରବାର ଦିନ ଆସୁଛି ଆସା ଆପଣକୁ ବୋହୁତ ଭଲ ଲାଗିବ🥰 କମେଡି ନୁହଁ କମେଡି ର ଗୋଟେ ଭଲ PACKAGE 🫡 ଯଦି ଭଲ ଲାଗିବ SUBSCRIBE ନିହାତି କରିବେ 🙏😊 ଜୟ ଜଗନ୍ନାଥ 🙏

1 month ago | [YT] | 184

SADA NO1

ଆସୁଚି ବୋହୁତ ଜଲ୍ଦୀ ଆଶା ବୋହୁତ ଭଲ ଲାଗିବ 😊🙏
#sadano1#onlyjasho#sadacomedy

2 months ago | [YT] | 27

SADA NO1

ଆସୁଛି ଏଇ ଶନିବାରେ😊 ଆସ ଆପଣଙ୍କୁ ଭଲ ଲାଗିବ🥰 କିଛି ନୂଆ କରିବା ଚେଷ୍ଟା 🙏 ଯଦି ମୋ ଦ୍ୱାରା କିଛି ଭୁଲ ହେଇଥିବ କ୍ଷମା କରିବେ 🙏 ଆଉ ଭିଡ଼ିଓ ଆସିଲେ ତାକୁ ଟିକେ like subscribi କରିବାକୁ ଭୁଲିବେନି 🥰ଜୟ ଜଗନ୍ନାଥ 🙏

6 months ago | [YT] | 112

SADA NO1

ଆସୁଛି ବହୁତ ଜଲ୍ଦି ଆପଣଙ୍କ ଭଲ ପାଇବା ଦରକାର କିଛି କାମ ବେସ୍ତ ରେ ଭିଡ଼ିଓ ଆସିପାରିନଥିଲା ତ କ୍ଷମା କରିବେ 🙏 ଜୟ ଜଗନ୍ନାଥ ❤️🥰

6 months ago | [YT] | 58

SADA NO1

କାଲି ସକାଳେ ଆସୁଛି ରେଡି ଥାନ୍ତୁ 🥰 ଜୟ ଜଗନ୍ନାଥ 🙏

9 months ago | [YT] | 215

SADA NO1

ଆପଣଙ୍କ ଭଲ ପାଇବା ଲାଗିରହିଥାଉ ଆସୁଛି ବୋହୁତ ଜଲ୍ଦି ସନ୍ଧ୍ୟା ୬ଟା ready ଥାନ୍ତୁ 🥰 love u all ଜୟ ଜଗନ୍ନାଥ 🙏

9 months ago | [YT] | 129

SADA NO1

ବୋହୁତ ଜଲ୍ଦି ଆସୁଛି ସନ୍ଧ୍ୟା ୬ଟା..... କଣ? 🤔ସନ୍ଧ୍ୟା ୬ଟା ହେଲେ କଣ ହୁଏ? ଏକ ନୂଆ କାହାଣୀ ଏକ ନୂଆ ଅନୁଭୂତି ଜୟ ଜଗା 🙏

10 months ago | [YT] | 51

SADA NO1

ଆସିଗଲା ଭିଡ଼ିଓ ଜଲ୍ଦି ଦେଖ...... https://youtu.be/F0GRO-NaPqc?si=aYtfk...

1 year ago | [YT] | 66

SADA NO1

ଆସୁଛି ଆଜି ସନ୍ଧ୍ୟା 6.30 ରେ କଣ ready ତ 😊👍

1 year ago | [YT] | 123

SADA NO1

THANKS TO PUBLIC ଆପଣଙ୍କ ପାଇଁ ଆଜି ମୋର 1k COMPLETE ସେଥିପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କ 🙏ପାଖରେ ପ୍ରାଥନା କରିବି ଆପଣଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ ଆଉ ଆପଣଙ୍କ ପରିବାର ସବୁ ବେଳେ ହସ ଖୁସିରେ ଚାଲୁ ଜୟ ଜଗନ୍ନାଥ 🙏

1 year ago | [YT] | 371