ODIA LITERALLY EDUCATION

#odia answer key


ODIA LITERALLY EDUCATION

ଇଣ୍ଡୋୟୁରୋପୀୟ ଭାଷା ପରିବାର କେଉଁ ଭାଷାଚକ୍ର ଅନ୍ତର୍ଭୁକ୍ତ?
କ) ଆଫ୍ରିକା ଭାଷା ଚକ୍ର
ଖ) ଆମେରିକା ଭାଷାଚକ୍ର
ଗ) ପ୍ରଶାନ୍ତ ମହାସାଗରୀୟ ଭାଷା ଚକ୍ର
ଘ) ୟୁରେସିଆ ଭାଷାଚକ୍ର

8 months ago | [YT] | 2

ODIA LITERALLY EDUCATION

ପୃଥିବୀରେ କେତେଗୋଟି ଭାଷା ଚକ୍ର ରହିଛି ?
କ) ୨
ଖ) ୩
ଗ) ୪
ଘ) ୫

8 months ago | [YT] | 2