This channel is for all my odia mothers and sisters who wants to learn and make the recipes at home. Here you can learn perfect odia indian chinese veg and non veg recipes very easily with tips and tricks.
I am trying to upload as much videos in odia language so that it will be easily understandable. Subscribe the channel and press the bell icon to get notification of our latest updates.
Daily New Video at 12:00PM

For Business propose Contact Email id:-Roseiwithlaxmi@gmail.com



Rosei with Laxmi

“ଜାଗର ରାତିର ପବିତ୍ର ଆଲୋକରେ
ଭକ୍ତିର ସୁରେ ଜାଗେ ଆମ ମନ।
ମହାଦେବଙ୍କ କୃପାରେ ଭରିଯାଉ
ସୁଖ, ଶାନ୍ତି ଓ ସମୃଦ୍ଧିରେ ପ୍ରତ୍ୟେକ ଜୀବନ||

Rosei With Laxmi ର ସମସ୍ତ ପରିବାର ସଦସ୍ୟଙ୍କୁ
ଜାଗର ମହୋତ୍ସବର ଅନେକ ଶୁଭେଚ୍ଛା ଓ ଶୁଭକାମନା ।”

ଜାଗର ସ୍ପେସିଆଲ୍ ପଣା:https://youtu.be/ZMXaJvAjW04

1 day ago | [YT] | 33

Rosei with Laxmi

ସପ୍ତାହକୁ 6 ଦିନ ବନିବ ‼️ଗୋଟେ ପ୍ଲେଟ ଜାଗାରେ 2 ପ୍ଲେଟ ଖାଇବେ :https://youtu.be/9JMGHvS0xpk

1 week ago | [YT] | 67

Rosei with Laxmi

ସବୁଠୁ ସହଜ ଓ ସ୍ୱାଦରେ ନମ୍ବର 1 ‼️ ଅଣ୍ଡା ତରକାରୀ ଏମିତି ବନାନ୍ତୁ ଚିକେନ୍ ମଟନ୍ ବି ଫିକା ଲାଗିବ:https://youtu.be/PrVIanY2e50

1 week ago | [YT] | 114

Rosei with Laxmi

ଆଗରୁ କେବେ କଞ୍ଚା ଟମାଟୋ ରେ ଏ ରେସିପି ବନେଇଛନ୍ତି କି..:https://youtu.be/n2wkKMBsKFE

2 weeks ago | [YT] | 60

Rosei with Laxmi

ସୋୟାବିନ ବଡି କୁ ଏମିତି ରାନ୍ଧନ୍ତୁ ୟା ଆଗରେ ମଟନ୍ ବି ଫିକା ପଡ଼ିଯିବ :https://youtu.be/l87oCqAk_is

2 weeks ago | [YT] | 160

Rosei with Laxmi

ବର୍ଗର ପେଟିସ୍ ପିଆଜି କୁ ଟକ୍କର ଦେଲା ଭଳି ସିଝା ଆଳୁରେ ତିଆରି ଜଳଖିଆ:https://youtu.be/G4OtpV4gtYg

2 weeks ago | [YT] | 77

Rosei with Laxmi

ମାତ୍ର 50 ଟଙ୍କାରେ ଘରେ ବନାନ୍ତୁ 1 kg ଚାୱନପ୍ରଶ ‼️ ଥଣ୍ଡା କାଶ କଫ ଠାରୁ ଦୁରେଇ ରୁହନ୍ତୁ:https://youtu.be/aqcn1qhuri4

3 weeks ago | [YT] | 63

Rosei with Laxmi

ଥଣ୍ଡା କାଶ ଓ କଫ ପାଇଁ ଏହି ବଟିକା ଘରେ ବନାନ୍ତୁ ବଜାରରୁ ଔଷଧ କିଣିବା ଦରକାର ପଡିବ ନାହିଁ :
https://youtu.be/ErauvZ57m-U

1 month ago | [YT] | 75

Rosei with Laxmi

"ମକର ଚାଉଳର ମିଠା ପରି ଆପଣଙ୍କ ଜୀବନ ହସଖୁସିରେ ଭରିଯାଉ। ଶୁଭ ମକର ସଂକ୍ରାନ୍ତି!"
ମକର ଚାଉଳ :-https://youtu.be/q6zZG4V3v80

1 month ago | [YT] | 73

Rosei with Laxmi

ପାଳଙ୍ଗ ଶାଗ କୁ ଏମିତି ବନାନ୍ତୁ ଥାଳିଏ ଜାଗାରେ ୨ ଥାଳି ଭାତ ଖାଇ ନେବେ:https://youtu.be/yRb26kWCMtw

1 month ago | [YT] | 75