Dibya Jyoti Digal Creation


"ନମସ୍କାର ବନ୍ଧୁଗଣ!

ମୁଁ ଦିବ୍ୟ ଜ୍ୟୋତି ଦିଗାଳ, ମୋର ଏହି YouTube ଚ୍ୟାନେଲ 'Dibya Jyoti Digal Creation' କୁ ଆପଣମାନଙ୍କୁ ସ୍ୱାଗତ। ଏହି ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣଙ୍କ ପାଇଁ ନୂଆ ନୂଆ ଓଡ଼ିଆ ଗୀତ , ଭଜନ, ଏବଂ ମୋର ନିଜର ସଙ୍ଗୀତ ସୃଜନ (Original Creations) ନେଇ ଆସିବି।

ଯଦି ଆପଣଙ୍କୁ ସଙ୍ଗୀତ ଭଲ ଲାଗେ, ତେବେ ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ମୋ ଚ୍ୟାନେଲ୍‌କୁ Subscribe କରନ୍ତୁ ଏବଂ ଭିଡିଓଗୁଡ଼ିକୁ likeଓ share କରନ୍ତୁ। ଆପଣଙ୍କ ଭଲପାଇବା ଓ ସହଯୋଗ ମୋ ପାଇଁ ପ୍ରେରଣା।

ଧନ୍ୟବାଦ!"



@DibyaJyotiDigalCreation


Dibya Jyoti Digal Creation

Hi everyone, welcome to my new YouTube Community! Now you can post on my channel, too. To get started, tell me in a post what you'd like to see next on my channel.
Visit my Community: youtube.com/@dibyajyotidigal6636/community

2 weeks ago | [YT] | 0