ଜୟ ଜଗନ୍ନାଥ ସ୍ଵାମୀ ⭕❗⭕
Welcome to my humble corner of divine vibrations.
Here, you'll find soulful Jagannath bhajans, heart-touching katha reels, and devotional content made with love and surrender. Each video is a humble offering at the lotus feet of Mahaprabhu Jagannath.
Whether you're here to chant, meditate, or simply immerse yourself in divine stories — you're not here by accident. The Lord has brought you.
Subscribe and walk this path of bhakti together.
Stay connected
INSTAGRAM : / p_d16108
ମୋର ଏହି ଛୋଟ ଉପସ୍ଥାନକୁ ଆପଣଙ୍କୁ ସ୍ଵାଗତ।
ଏଠି ଆପଣ ପାଇବେ ଭକ୍ତିମୟ ଶ୍ରୀଜଗନ୍ନାଥଙ୍କର ଭଜନ, ଶ୍ରଦ୍ଧା ଓ ପ୍ରେମରେ ପରିପୂର୍ଣ୍ଣ କଥା ଭିଡିଓ ଓ ରୀଲ୍ସ। ପ୍ରତ୍ୟେକ ଭିଡିଓ ମୋର ତରଫରୁ ନୀଳାଚଳ ନାଥଙ୍କ ଚରଣତଳକୁ ଏକ ଭକ୍ତିମୟ ଅର୍ପଣ।
ଆପଣ ଯଦି ଚାହାନ୍ତି ନାମ ଜପ କରିବା, ଧ୍ୟାନ କରିବା, କିମ୍ବା ମହାପ୍ରଭୁଙ୍କ ଗଳ୍ପରେ ଡୁବିଯିବା — ତେବେ ଏଠି ଆସିବା କୌଣସି ଦୁରଘଟନା ନୁହେଁ। ମହାପ୍ରଭୁ ନିଜେ ଆପଣଙ୍କୁ ଏଠିକୁ ଆଣିଛନ୍ତି।
p_d Leela 💙
जय जगन्नाथ ⭕❗⭕
ସମୟର ଚକ୍ର ତ ଘୂରି ଘୂରି ଯାଏ ତୁମ ଇଚ୍ଛାରେ ସକାଳ ରୁ ସଞ୍ଜ ହୁଏ ,
ॐ କାର ଶବ୍ଦରେ ତୁମେ ପରଂବ୍ରହ୍ମ ବିଶ୍ଵ ସୃଷ୍ଟିରେ ତୁମେ ସଦା ବିଦ୍ୟମାନ ।
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
12 hours ago | [YT] | 2
View 1 reply
p_d Leela 💙
🙏 नारायण नारायण 🙏
*ସବୁ ଭଲ କାମ କରିବା ସମୟରେ କିଛିମାତ୍ରାରେ ଅବରୋଧ ଆସିବ l ତାକୁ ଦୂର କରିବା ପାଇଁ ବାରମ୍ବାର ପ୍ରୟାସ କରିବାକୁ ହେବ l ସେଥିପାଇଁ ସମୟ ଲାଗିବ, ଧୈର୍ଯ୍ୟ ରଖିବା ଉଚିତ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
1 day ago | [YT] | 3
View 2 replies
p_d Leela 💙
🌹 जय श्री राधाकृष्ण 🙏
*ଚିତ୍ତ ଶୁଦ୍ଧି ଭଳି ଅମୂଲ୍ୟ ଦ୍ରବ୍ୟ ଜଗତରେ ଆଉ କିଛି ନାହିଁ । ସହସ୍ର ଅଭାବ, ସହସ୍ର କଷ୍ଟରେ ମଧ୍ୟ ଚିତ୍ତ ଶୁଦ୍ଧି’ ଜନିତ ପ୍ରଫୁଲ୍ଲତାରେ ମନୁଷ୍ୟ ସୁଖୀ ହୋଇପାରେ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
3 days ago | [YT] | 6
View 2 replies
p_d Leela 💙
🌹 जय श्री कृष्ण 🙏
*କିଛି ନା କିଛି ସୁଖ ସୁବିଧା ଛାଡିବାକୁ ହେବ l ମନର ସବୁ ଇଚ୍ଛା ପୂରଣ କଲେ ଅଗ୍ରଗତି ହୋଇପାରିବ ନାହିଁ l ତ୍ୟାଗ ନ ଥିଲେ ସାଧନା ଓ ସେବା ପାଇଁ ସମୟ ବାହାରି ପାରିବ ନାହିଁ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
4 days ago | [YT] | 3
View 2 replies
p_d Leela 💙
🔱 हर हर महादेव 🔱
*ପ୍ରତ୍ୟେକ ସମସ୍ୟା ଅଗ୍ରଗତି ପାଇଁ ସୁଯୋଗ ସୃଷ୍ଟି କରେ l ସମସ୍ୟାକୁ ସ୍ୱୀକାର କରନ୍ତୁ l ତା'ରି ଭିତରେ ରହି ସାଧନା କରନ୍ତୁ l ସମତା ବଢିବ, ଶାନ୍ତି ମିଳିବ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
5 days ago | [YT] | 3
View 1 reply
p_d Leela 💙
🙏 महाशिवरात्रि की हार्दिक शुभकामनाएं 🙏
🔱हर हर महादेव 🔱
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#ytpost #trendingnow❤️ #odisha #pd💙
#mahashivratri2026🔱🙏♥️special🙏🚩🔱📿🕉️😘😘🥰🥰♥️
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
6 days ago | [YT] | 3
View 1 reply
p_d Leela 💙
जय जगन्नाथ ⭕❗⭕
*ଯେତେବେଳେ ସୁଖ ମିଳୁଛି ସଂଯମର ଅଭ୍ୟାସ କରନ୍ତୁ l ଯେତେବେଳେ ଦୁଃଖ ଆସୁଛି ସହିଷ୍ଣୁତାର ଅଭ୍ୟାସ କରନ୍ତୁ l ଉଭୟରେ ଅଗ୍ରଗତି ହେବ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
1 week ago | [YT] | 2
View 1 reply
p_d Leela 💙
🙏 ଜୟ ଜଗନ୍ନାଥ 🙏
*ଜ୍ଞାନଦ୍ୱାରା ବ୍ୟକ୍ତି ସାଧାରଣ ଜୀବନରେ ବି ସ୍ବର୍ଗର ସୁଖ ଓ ଶାନ୍ତି ଅନୁଭବ କରିପାରେ । ସଦଜ୍ଞାନର ଅଭାବରେ କୁବେରର ଧନ ଓ ସ୍ଵର୍ଗର ସାଧନ ଥାଇ ମଧ୍ୟ ସେ ସର୍ବଦା ହତାଶ, ନିରାଶ ଓ ଚିନ୍ତାଗ୍ରସ୍ତ ହିଁ ରହେ ।*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
1 week ago | [YT] | 3
View 1 reply
p_d Leela 💙
*ଈଶ୍ବରଙ୍କ ସବୁଠାରୁ ନିକଟବର୍ତ୍ତୀ ସ୍ଥାନ ଆମ ନିଜ ଅନ୍ତଃକରଣ ଅଟେ । ଯଦି ଆମେ ତାଙ୍କୁ ସେଠାରେ ଦେଖିବା ଏବଂ ଖୋଜିବା ତ ବାହାରେ ଘୁରିବୁଲିବା ଅପେକ୍ଷା ତାଙ୍କୁ ଅଧିକ ସରଳ ଭାବରେ ପ୍ରାପ୍ତ କରିପାରିବା l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
1 week ago | [YT] | 2
View 2 replies
p_d Leela 💙
"ନମ୍ର ହେବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରିବା ଉଚିତ l ସେମାନଙ୍କ ଭିତରେ ଭଗବାନଙ୍କ ସତ୍ତା ଯେ ବିଦ୍ୟମାନ ଏହା ମଧ୍ୟ ଅନୁଭବ କରିବା ଉଚିତ
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igpost #trendingnow❤️ #odisha #pd💙
#positivemindset💯 #motivation #explorepage✨ #postoftheday #love #spiritualgyan #spirituality #devotionalpost #exploremore #foryou #goviral
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
#everyone #viralpost
Jay Jagannath 🙏
1 week ago | [YT] | 4
View 3 replies
Load more