ନମସ୍କାର ଜୟ ଜଗନ୍ନାଥ 🙏 ବନ୍ଧୁଗଣ,
ମୋର ନାମ ଆଲୋକ,
ଆପଣ ମନକୁ ମୋର ଏହି ଛୋଟ YouTube channel //Alok// କୁ ମୋର ଅଭିନନ୍ଦନ ଜଣାଉଛି, ମୋର ଏହି Channel ରେ ସାରା ଓଡିଶା ବାସୀଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ମୁଁ ଆଶା କରୁଛି ଆପଣମାନଙ୍କ ସାହାଯ୍ୟ ରେ ମୋର ଏ channel ଆଗକୁ ଯାଇପାରିବ ,
ଜୟ ମା କଳପାଟ🛕🚩🙏🪔
ଜୟ ଜଗନ୍ନାଥ 🚩🙏
ଓଡ଼ିଶା
ଢେଙ୍କାନାଳ
ଯୋରନ୍ଦା ମହିମା ଗାଦି 🙏
ନମସ୍କାର 🙏