DAILYGYAN_NIRAKAR

ନମସ୍କାର ବନ୍ଧୁଗଣ, "Nirakar Daily Gyan" YouTube ଚ୍ୟାନେଲ୍‌କୁ ଆପଣଙ୍କୁ ସ୍ୱାଗତ!🙏
ଏହି ଚ୍ୟାନେଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ ଏକ ସୁସ୍ଥ, ସୁନ୍ଦର ଏବଂ ସଚେତନ ଜୀବନଶୈଳୀ ପାଇଁ ସଠିକ୍ ମାର୍ଗଦର୍ଶନ କରିବା। ଆମେ ପ୍ରତିଦିନ କିଛି ନୂଆ ଶିଖିବା ଏବଂ ନିଜକୁ ଜଣେ ଭଲ ମଣିଷ ଭାବରେ ଗଢ଼ିତୋଳିବା ପାଇଁ ଚେଷ୍ଟା କରିବା।
ଆମ ଚ୍ୟାନେଲ୍‌ରେ ଆପଣ କଣ ସବୁ ଦେଖିବାକୁ ପାଇବେ:
* ଆଧ୍ୟାତ୍ମିକ ଏବଂ ଶାସ୍ତ୍ରୀୟ ଜ୍ଞାନ: ଜୀବନର ଗୂଢ଼ ରହସ୍ୟ ଏବଂ ଶାସ୍ତ୍ରର ମହତ୍ତ୍ୱ।
* ସାମାଜିକ ଓ ପାରିବାରିକ ସଚେତନତା: ଜୁଆଖେଳ ଏବଂ କୁଅଭ୍ୟାସରୁ ଦୂରେଇ ରହିବା ,ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ।
* ଶିଶୁ ସୁରକ୍ଷା: ବିପଥଗାମୀ ପିଲା କଣ କଲେ ସୁଧୁରିବେ?
* ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ: ବ୍ୟାମ୍-ମେଡିଟେସନ୍ ର କଥା
* ସରଳ ଜୀବନଯାପନ: ମାନସିକ ଶାନ୍ତି ଏବଂ ସରଳ ଭାବରେ ବଞ୍ଚିବାର କଳା
*ଟଙ୍କା ପଇସା: ର ଖର୍ଚ୍ଚ & ସଞ୍ଚୟ
ଆମେ ବିଶ୍ୱାସ କରୁଯେ "ପରିବର୍ତ୍ତନ ନିଜଠାରୁ ହିଁ ଆରମ୍ଭ ହୁଏ",ଆସନ୍ତୁ ସମସ୍ତେ ମିଶି ଏକ ସୁନ୍ଦର ସମାଜ ଗଠନକରିବା
ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ୍‌କୁ Subscribe କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି ଆଇକନ୍‌କୁ ଦବାନ୍ତୁ।
ଧନ୍ୟବାଦ!
- ନିରାକାର (Nirakar Daily Gyan)

www.facebook.com/xdrls

youtube.com/@nirakarakumbhar9113






DAILYGYAN_NIRAKAR

This is my son's memories

2 weeks ago | [YT] | 0

DAILYGYAN_NIRAKAR

this is indian culture# shree krishnaa govind.odisha Boudh

3 weeks ago | [YT] | 1

DAILYGYAN_NIRAKAR

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି!!!
ବୌଦ୍ ଜିଲ୍ଲା ପାନ ଗଣ୍ଡା ସମାଜ ର ଶ୍ରେଷ୍ଠ ବ୍ରାହ୍ମଣ (ପୂଜକ) ଗାନ୍ଧୀ (ଗାଟି) ଦାସଙ୍କ ଗତ ତା ୦୬-୦୫-୨୫ ରିଖ ମଙ୍ଗବାର ସନ୍ଧ୍ୟା ୦୭ ଟା ସୁଦ୍ଧା ଦେହାନ୍ତ ହୋଇ ଯାଇଛି!! ତାଙ୍କର ଅମର୍ ଆତ୍ମା ଶାନ୍ତି ମିଲୁ 🙏🙏🙏🙏🌹🌹🌹🌹

9 months ago | [YT] | 2

DAILYGYAN_NIRAKAR

11 months ago | [YT] | 3

DAILYGYAN_NIRAKAR

jay sanidev

1 year ago | [YT] | 1

DAILYGYAN_NIRAKAR

आप कहां हैं प्रभु एकबार देख दीजिए !!! every one pray to God!!

1 year ago | [YT] | 2

DAILYGYAN_NIRAKAR

JAY SREE RAM🇳🇪🇳🇪🇳🇴

1 year ago | [YT] | 4

DAILYGYAN_NIRAKAR

Jay Ganesh ek Like dedo vaiya

1 year ago | [YT] | 1