DK GURUDEV COMEDY

ଜୟ ଶ୍ରୀ ରାମ ବନ୍ଧୁଗଣ ମୁଁ DK .

ଆମ ଏହି DK ଗୁରୁଦେବ କମେଡିକୁ ଆପଣ ସମସ୍ତ ଙ୍କୁ ସ୍ବାଗତ କରୁଛି ||

ଆମର ପ୍ରୟାସ ଏ ବ୍ୟସ୍ତ ବିହୁଳ ଜିବନ ରେ ଆପଣ ଙ୍କ ମୁଖ ମଣ୍ଡଳୀ ରେ ଟିକେ ହସ ଖେଳାଇବା ପାଇଁ ଏହି ଚ୍ୟାନେଲ୍ ଭିତରେ
ଆପଣ stand up comedy, Roast video ଆଉ real life ରେ ଘଟୁଥିବା ଘଟଣା କୁ ଦେଖିବାକୁ ପାଇବେ ||

ସମସ୍ତ ଛୋଟ ପିଲାମାନଙ୍କୁ ଅନୁରୋଧ ଆମ ଭିଡିଓ ଠାରୁ ଦୂରରେ ରୁହନ୍ତୁ ||

ଯଦି ଆମ ଭିଡିଓ ଆପଣଙ୍କ ମୁହଁରେ ଏକ ଛୋଟ ହସ ବି ଆଣିପାରେ ତେବେ ଆମ ପ୍ରୟାସ ସଫଳ ହେଲା ବୋଲି ଆମେ ଭାବିବୁ ||

ନିଜେ ହସିବା ସହ ଅନ୍ୟମାନଙ୍କୁ SHARE କରିକି ତାକୁ ବି ଟିକେ ହସାଅ ଆଉ ଆମ ଚ୍ୟାନେଲ କୁ suscribe କରିକି
ଆମ କୁ SUPPORT କଲେ ଆମେ ଖୁସି ହବୁ ||

FAST VIDEO UPLOAD :- 10/03/2024 (9:40am)

JAY SHREE RAM 🙏🙏🙏





DK GURUDEV COMEDY

youtube.com/@dkbhai045?si=vk2OVbAN8L8g8ZmP

Share to your friends , THANK YOU DK , Video coming soon 🙏 🙏 🙏

1 year ago | [YT] | 9

DK GURUDEV COMEDY

NEXT ଭିଡ଼ିଓ କେଉଁ ଖେଳାଳୀ ର TARRIF କରିକି ବନେଇବା ?

1 year ago | [YT] | 9

DK GURUDEV COMEDY

" ଜୟ ଶ୍ରୀ ରାମ "
ମୁଁ ଆପଣଙ୍କ DK GURUDEV, ମୋ ତରଫରୁ ଆପଣ ସମସ୍ତଙ୍କୁ ଓଡିଆ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା //
ପ୍ରଭୁ ଜଗନ୍ନାଥ ତମ ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🙏🙏

1 year ago | [YT] | 6