𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

youtube.com/@iswarabhandary1437
IB KORAPUTIA YOUTUBE ଚ୍ୟାନେଲ, ଆପଣ ମାନଙ୍କୁ ସ୍ୱାଗତ କରେ !ଆପଣ ମାନଙ୍କର ସହଯୋଗ ଓ କାମନା ଆମ ଚ୍ୟାନେଲ ପାଇଁ ବହୁ ଗୁରୁତ୍ୱପୁର୍ଣ ! ଆଶା କରୁ କି ଉକ୍ତ ଚ୍ୟାନେଲ ଆପଣ ମାନଙ୍କୁ ମନୋରଞ୍ଜନ ଯୋଗାଇବ ବୋଲି ଆଶା !!ଆମ ଚ୍ୟାନେଲ କୁ ଭରପୁର ମାତ୍ରାରେ ସବସକ୍ରାଇବ କରନ୍ତୁ ! ଆପଣଙ୍କ ଭଲ ପାଇବା ଏହି IB KORAPUTIA YOUTUBE ଚ୍ୟାନେଲ ସହ ଅତୁଟ ରହୁ ! ଏହି ଚ୍ୟାନେଲମାଧ୍ୟମରେ ଆପଣମାନଙ୍କ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ନାଟଗୁରୁ ମାନଙ୍କର ନାଟକ, ବଜାର, ଯାତ୍ରା, ପର୍ବ ପର୍ବାଣି, କଳା ସଂସ୍କୃତି, ଉତ୍ସବ, ଉଦ୍ଧଘାଟଣୀ, ପ୍ରତିଷ୍ଠା ତଥା ଅନେକ କିଛି ଆମୋଦ ପ୍ରମୋଦ ସମ୍ପର୍କ ରେ ପ୍ରସାରଣ କରାଯିବ.!! ଏତତଃ ବ୍ୟତୀତ, ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଗୁରୁ ମାନଙ୍କର ନୂଆ ନାଟକ ଗୁଡିକ ଏହି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବ. !!

👉👉?ତଳେ ଆମ ବିଭିନ୍ନ ଲିଙ୍କ ଗୁଡିକ ଦିଆ ଯାଇଛି, join ହେବା ପାଇଁ click କରନ୍ତୁ 👇👇👇👇👇

www.facebook.com/share/p/npTUrwqdVCXRphYT/?mibexti…
Instagram link :
www.facebook.com/share/r/uh18sroBtrcnGZid/?mibexti…

Follow my Instagram link -
www.instagram.com/iswara.bhandary



𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

youtube.com/@ibkoraputia?si=vMOdlYiM1yLWhcPO ମୂର୍ତ୍ତାହାଣ୍ଡି ମଣ୍ଡେଇ ଯାତ୍ରାରେ ବୁଟିଗୁଡ଼ାର ସୁପରହିଟ ନାଟକ ଦାମୋଗୁରୁ ଓ କୁଶଦେବ ଗୁରୁଙ୍କ ଦ୍ୱାରା ପରିବେଷଣ ହେବ 👇👇👇👇👇👇👇👆

2 weeks ago | [YT] | 44

𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

youtube.com/@ibkoraputia ଗୁଆଳି ଗ୍ରାମର ନାଟକ ଶୁଭ ମୁକ୍ତିଲାଭ କରିବାକୁ ଯାଉଛି 👇👇👇👇👇👇👇👇👇👇👇👇👇👇👇👇👇

2 weeks ago | [YT] | 50

𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

ଦାମୋଗୁରୁ ନିର୍ଦ୍ଧେଶିତ ଏ ବର୍ଷର ଆଉ ଗୋଟିଏ ସୁପରହିଟ ନାଟକ କୁନ୍ଦ୍ରା ବ୍ଲକ ଅନ୍ତର୍ଗତ କଟଣୀକୁଣ୍ଡ ଠାରେ ଉଦଘାଟନ ହେବାକୁ ଯାଉଛି ! ତେଣୁକରି ବହୁ ସଂଖ୍ୟାରେ ଯୋଗଦାନ କରିବା ହେବେ !👇👇👇👇👇👇youtube.com/@ibkoraputia?si=B2IYSZg81OBCf9eF

3 weeks ago | [YT] | 74

𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

youtube.com/@ibkoraputia?si=XqkxtYMsS1uIrlUv. ଗ୍ରାମ -ନାରାହାଣ୍ଡି, ଗ୍ରାପ -ଡାମଣାହାଣ୍ଡି ବ୍ଲକ -କୋଟପାଡ଼ (କୋରାପୁଟ ) ଠାରେ 2026 ନିମନ୍ତେ, ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ! ଶୁଭାରୋମ ଦିବସରେ ଶ୍ରୀଯୁକ୍ତ ସରୋଜଗୁରୁଙ୍କର ସାମାଜିକ ତଥା କାଳ୍ପନିକ ନାଟକ ଡାଙ୍ଗରାପାଲି କୁନ୍ଦ୍ରା ବ୍ଲକର ନାଟକ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁକରି ଦର୍ଶକ ତଥା ୟୁଟୁବର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କି ବହୁ ସଂଖ୍ୟାରେ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିବା ହେବେ !

3 weeks ago | [YT] | 53

𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀

🙏🙏🙏ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଦର୍ଶକ ତଥା ୟୁଟ୍ୟୁବର ମାନଙ୍କୁ ଅବଗତ କରା ଯାଉଛି ଯେ ଆସନ୍ତା ତା 06/02/2026 ରିଖ ଶୁକ୍ରବାର ଦିନ ଐତିହାସିକ କୋଷାଗୁମୁଡା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ! ଉକ୍ତ ଯାତ୍ରା ଅବସରରେ 5 ଟି କୋରାପୁଟିଆ ଦେଶିଆ ନାଟକ ମଞ୍ଚସ୍ଥ ହେବ! ଆପଣ ମାନଙ୍କର ମନୋରଞ୍ଜନ ଓ ସହଯୋଗ ପାଇଁ ନିତାନ୍ତ ଆବଶ୍ୟକ //youtube.com/@ibkoraputia?si=R3lpKKJUJH5b_ts8

3 weeks ago | [YT] | 36