JAGRUTI LIVE MEDIA

JAGRUTI LIVE MEDIA Is One Of The Fastest Growing Digital News Channel Of Odisha With It's Tag Line "ODISHA MATI RA KHABARA". Available On Various Platform. JAGRUTI LIVE MEDIA Set a New Benchmark In The Field Of Journalism. JAGRUTI LIVE MEDIA Is Odisha State's One Of The Leading Digital News Channel.JAGRUTI LIVE MEDIA Is All About Latest News, Political News, Entertainment News, Sports News, National and International News, Exclusive Interview, Viral Videos and Many More.


JAGRUTI LIVE MEDIA

ଖଳନାୟକ କ୍ଷିତୀଶ ଙ୍କ ସହ ତାଙ୍କ ଧର୍ମପତ୍ନୀ #jagrutilivemedia #JollywoodNews #JollywoodUpdates #ViralPhoto

1 week ago | [YT] | 18

JAGRUTI LIVE MEDIA

ହିନ୍ଦୁ ସମାଜକୁ ଏକତାର ସୁତ୍ରରେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ସାରାଦେଶ ରେ ହିନ୍ଦୁ ସମ୍ମିଳନୀ ପାଳନ କରାଯାଉଛି । ସେହିଭଳି ଗଞ୍ଜାମ ଜିଲ୍ଲାର ଶେରଗଡ ଖଣ୍ଡ ଗୋବିନ୍ଦପୁର ମଣ୍ଡଳ ଡେଙ୍ଗାପଦର ଠାରେ ଅଖଣ୍ଡ ଭାରତ ଲକ୍ଷ୍ୟ ପରେ ହିନ୍ଦୁତ୍ବ ଜାଗ୍ରତ ନେଇ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ପ୍ରଥମେ ବାଜା ବାଜେଣି ଓ ସଂକୀର୍ତନ ମଣ୍ଡଳୀ ନଗର ପରିକ୍ରମା କରାଯାଇଥିଲା । ଆମନ୍ତ୍ରିତ ହୋଇଆସିଥିବା ମହାନ ପ୍ରବକ୍ତାମାନଙ୍କ ଦ୍ବାରା ପ୍ରଦିପ ପ୍ରଜଳନ କରାଯାଇ ହିନ୍ଦୁମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ଜାଗରଣ ପାଇଁ ହେଉଥ‌ିବା କାର୍ଯ୍ୟ ଧାରାକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟ ରେ " ସମଗ୍ର ହିନ୍ଦୁ ସମାଜ “ ଦ୍ବାରା ସନାତନ ସଂସ୍କୃତି ଓ ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ଏହି ହିନ୍ଦୁ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମହନ୍ତ ଶ୍ରୀ ସୁନ୍ଦରାରାମ ଦାସ ଜି ମହାରାଜ , ସନ୍ଥ ଶ୍ରୀ କମଳାକ୍ଷା ଦାସ ମହାରାଜ ଏବଂ ମୁଖ୍ୟ ବ୍ୟକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପ୍ରଚାରକ ଶ୍ରୀ ରଶ୍ମୀ ରଞ୍ଜନ ମହାଙ୍କୁଡ ଉପସ୍ଥିତ ଥିଲେ।ଏହି ସମାବେତ ହିନ୍ଦୁ ସମ୍ମିଳନୀରେ ଡେଙ୍ଗାପଦର ଶ୍ରୀ ରଘୁନାଥ ମଠର ମହନ୍ତ ଶ୍ରୀ ପରମାନନ୍ଦ ଦାସ ଜୀ ମହାରାଜ ସଭାପତି ଥିବା ବେଳେ ସେ ମଞ୍ଚ ପରିଚାଳନା କରିଥିଲେ ସେହିପରି ସଂଯୋଜକ ଭାବେ ପିଙ୍କୁ ସ୍ବାଇଁ,ସହ ସଂଯୋଜକ କାହ୍ନୁ ଚରଣ ବିଶ୍ୱାଳ, ଉପ ସଭାପତି ସ୍ୱରାର୍ଯ୍ୟ ପାତ୍ର ବ୍ୟବସ୍ଥା ପ୍ରମୁଖ ରାମକୃଷ୍ଣ ପୋଲାଇ, କୃଷ୍ଣ ଚନ୍ଦ୍ର ଦାସ, ଟୁଙ୍ଗୁରୁ ସ୍ବାଇଁ, ମଙ୍ଗୁଳୁ ସ୍ବାଇଁ, ଶ୍ରୀଧର , ଗୋବିନ୍ଦପୁର ମଣ୍ଡଳ ର ସମସ୍ତ ଗ୍ରାମ ର ସଂକ୍ରିତନ ମଣ୍ଡଳୀ , ସମସ୍ତ ସମାଜ କୁଳ ପଦାଧିକାରୀ,ବହୁ ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତରେ ଶାନ୍ତି ଶୃଙ୍ଖଳାର ବିଶ୍ଵ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ #jagrutilivemedia #Hindu #Hinduism

1 week ago | [YT] | 10

JAGRUTI LIVE MEDIA

ଅନୁଭବ ସିହ୍ନା ଏବଂ ତାପସୀ ପନ୍ନୁ 'ମୁଲ୍କ' ଏବଂ 'ଥପ୍ପଡ଼' ପରେ ସେମାନଙ୍କର ତୃତୀୟ ଫିଲ୍ମ 'ଅସ୍ସି' ସହିତ ପୁଣି ଥରେ ଏକାଠି ହୋଇଛନ୍ତି #jagrutilivemedia #TapaseePannu #BollywoodNews #BollywoodUpdates

1 week ago | [YT] | 0

JAGRUTI LIVE MEDIA

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ । ଆରମ୍ଭ ହେଲା ପୋଲିସର ନୂଆ କଠୋର ନୀତି । ସହରରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ପୁଣେ ଟ୍ରାଫିକ୍ ପୋଲିସ ଏବେ ପର୍ଯ୍ୟନ୍ତର ସବୁଠାରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏବେ ଚାଲାନ୍ କାଟି କାମ ସାରିଦିଆଯିବ ନାହିଁ, ବରଂ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ | ଯଦି କୌଣସି ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ନ୍ତି, ତେବେ ତାଙ୍କ ଯାନକୁ ସିଧାସଳଖ ଜବତ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ମୋଟର ଭେଇକିଲ ଆକ୍ଟ ସମ୍ବନ୍ଧିତ ଧାରା ଅନୁସାରେ କରାଯିବ #jagrutilivemedia #MotorVechileAct #DrunkenDriving #StateTransportDepartment

1 week ago | [YT] | 5

JAGRUTI LIVE MEDIA

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା

ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨୦୧ ଦମ୍ପତ୍ତିଙ୍କ ସାମୁହିକ ବିବାହ ସମ୍ପନ୍ନ

କନ୍ୟାଦାନ କଲେ ମୁଖ୍ୟମନ୍ତ୍ରୀ

ଓଡିଆ ରୀତିନୀତି ଅନୁଯାୟୀ କର୍ତ୍ତା ଭାବେ ବିବାହ ମଣ୍ଡପରେ ବସି ହୋମକୁଣ୍ଡରେ ଆହୁତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମା’ଙ୍କ ନିକଟରେ ନବ ଦମ୍ପତ୍ତି ଏବଂ ଓଡ଼ିଶାବାସୀଙ୍କ ସୁଖମୟ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ

ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ଭଗବାନଙ୍କ ଆଶୀର୍ବାଦ- ମୁଖ୍ୟମନ୍ତ୍ରୀ

#jagrutilivemedia #MohanMajhi #MukhyamantriKanyavivahyojana

1 week ago | [YT] | 8

JAGRUTI LIVE MEDIA

ପ୍ଲେବ୍ୟାକ୍ ସିଙ୍ଗଙ୍ଗ ରୁ ଅବସର ଗ୍ରହଣ କଲେ ଅରିଜିତ ସିଂ #jagrutilivemedia #arijitsingh #arijitsinghfanclub #playbacksinger #BreakingNews

2 weeks ago | [YT] | 4

JAGRUTI LIVE MEDIA

ବିହାର ର ବିରାଟ ରାମାୟଣ ମନ୍ଦିର ରେ ବିଶ୍ୱ ର ସର୍ବବୃହତ ୩୩ ଫୁଟର ସହସ୍ରଲିଙ୍ଗ ସ୍ଥାପନ କରାଯାଇଛି

3 weeks ago | [YT] | 13

JAGRUTI LIVE MEDIA

୨୦୦ ଫୁଟ୍ ତଳକୁ ଖସିଲା ଭାରତୀୟ ସେନା ଗାଡି,ଏହି ଦୁଃଖଦାୟକ ଅଘଟଣ ରେ ଭାରତୀୟ ସେନା ର ୧୨ ଯବାନ ସହୀଦ। ସେହି ପୂର୍ଣ୍ୟ ଆତ୍ମା ଙ୍କ ସଦ୍ଗତି କାମନା କରୁଛୁ। ଜୟ ହିନ୍ଦ୍, ଜୟ ଯବାନ୍ #jagrutilivemedia #IndianArmy #IndianArmyHeros #IndianArmyLovers #TrendingNews

3 weeks ago | [YT] | 19

JAGRUTI LIVE MEDIA

ପବିତ୍ର ବସନ୍ତ ପଞ୍ଚମୀ ଓ ମା ସରସ୍ଵତୀ ଙ୍କ ପୂଜା ଉପଲକ୍ଷେ ଜାଗୃତି ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ #jagrutilivemedia #BasantPanchami #SarasawtiPooja #MaaSaraswati

3 weeks ago | [YT] | 10

JAGRUTI LIVE MEDIA

ଓଡିଶା ସରକାର ଙ୍କ ଐତିହାସିକ ନିଷ୍ପତ୍ତି! ସିଗରେଟ୍, ପାନ ମସଲା, ଗୁଟଖା, ସମେତ ସମସ୍ତ ତମାଖୁ ଉତ୍ପାଦନ ଉପରେ ସମ୍ପୂର୍ଣ ନିଷେଧ ଲାଗୁ। ସରକାର ନିଷ୍ପତ୍ତି ରେ ଆପଣ ଖୁସି ତ! #jagrutilivemedia #OdishaTobaccoBan #TabaccoFreeOdisha #SwasthOdisha #TrendingPost

3 weeks ago | [YT] | 4