ଜୟ ଜଗନ୍ନାଥ⭕❗⭕🙏🙏🙏
ନମସ୍କାର🙏, Odisha.....
Well come to my YouTube channel...... ମୁଁ Priyanshi (ପ୍ରିୟାଂଶୀ ) ଖାଣ୍ଟି ମୟୂରଭଂଜିଆ ଝିଅ 👩🦰😄କିନ୍ତୁ ଘଟଗାଁ (କେନ୍ଦୁଝର ) ରେ ବୋହୂ ହେଇଛି 👸🥰।
ଓଡିଶା ରେ ଘର କିନ୍ତୁ ଆମେ ଝାରଖଣ୍ଡ Bokaro Steel City ରେ ରହୁ।
ଆପଣ ଏହି Channel ରେ ସବୁ type ର ରୋଷେଇ Recipes🥘🍳🍲 (Village style, city style,town style😂) ସହଜ ଉପାୟ ରେ ପାଇ ପାରିବେ। ଆଉ ମଧ୍ୟ Travels, Family vlog, Thali decoration, Kitchen tips,Cooking tips,etc..... ଏମିତି ଆହୁରି ମଧ୍ୟ ଭିଡ଼ିଓ ପାଇ ପରିବେ 🤗।
ମୋର (short video, vlog...) ଯଦି ଆପଣ ମାନଙ୍କୁ ଭଲ ଲାଗୁଛି ତା ହେଲେ like, comment, share,
subscribe ନିଶ୍ଚୟ କରିବେ।
ମୋର କିଛି ଭୁଲ ରହୁଛି ଯଦି comment କରି କହିବେ, କ୍ଷମା ମଧ୍ୟ କରିବେ। ଆପଙ୍କ Support ର ବହୁତ ଆବଶ୍ୟକତା ଅଛି 🙏🙏🙏....😄🥰😇
THANK YOU SO MUCH....... 🙏🙏🙏
Lucy kitchen
1 year ago | [YT] | 3
View 0 replies