ଓଁ ନମଃ ଭଗବତେ ବାସୁଦେବାୟ।।ଶ୍ରୀମଦ୍ ଭାଗବତ ପୁରାଣ।। ପ୍ରଥମ ସ୍କନ୍ଦ।। #ଭାଗବତକଥାମୃତ #bhagabatapurana #ytviral

Watch on YouTube (Embed)

Switch Invidious Instance

Show annotations

64

12

Genre: People & Blogs

License: Standard YouTube license

Family friendly? Yes

Shared August 5, 2025

ଓଁ ନମଃ ଭଗବତେ ବାସୁଦେବାୟ।।ଶ୍ରୀମଦ୍ ଭାଗବତ ପୁରାଣ।। ପ୍ରଥମ ଅଧ୍ୟାୟ, ପ୍ରଥମ ସ୍କନ୍ଦ।। ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ଯା ବିନୁ ଆଦି ମଧ୍ୟ ଅନ୍ତ । ବିଘ୍ନରେ ନ ଘଟେ ଜଗତ ॥ ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥ ଆନନ୍ଦ ମନେ ବେଦସାର । ବ୍ରହ୍ମାରେ ଯେ କଲା ବିସ୍ତାର ॥ ଯାହାର ରୂପ ହୃଦେ ଚିଛି । ବେଦପୁରୁଷ ନ ଜାଣନ୍ତି ॥ ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥ #ଭାଗବତକଥାମୃତ #bhagabatapurana #ytviral