ସମସ୍ତ ଓଡ଼ିଆ ଭାଇ ଏବଂ ଭଉଣୀ ମାନଙ୍କ ମନରେ ଜାଗୃତ କରିବା ଜାଣିବାର ଇଚ୍ଛା, ବିକଶିତ କରିବା ବିଜ୍ଞାନ ସମ୍ମତ, ଯୁକ୍ତି ଯୁକ୍ତ ଓ ତଥ୍ୟ ଭିତ୍ତିକ ଚିନ୍ତାଧାରା, ସଚେତନ କରିବା ଓଡିଶାର ଗର୍ବ ଓ ଗୌରବ ବିଷୟରେ| ଏଥି ପାଇଁ ଏକ ଛୋଟ ପ୍ରୟାସ - ଜିଜ୍ଞାସା | ଆସନ୍ତୁ ହାତ ମିଳେଇବା, ଶିଖିବା ଏବଂ ଶିଖାଇବା, ନିଜର ଯୋଗଦାନ ଦେବା ନୂଆ ଓଡିଶା ଗଠନରେ |

"Jijnasa - The Curiosity" is an effort to encourage curiosity among Odia people, inculcate logical/scientific thinking and share knowledge on various aspects in Odia language.