ସମସ୍ତ ଓଡ଼ିଆ ଭାଇ ଏବଂ ଭଉଣୀ ମାନଙ୍କ ମନରେ ଜାଗୃତ କରିବା ଜାଣିବାର ଇଚ୍ଛା, ବିକଶିତ କରିବା ବିଜ୍ଞାନ ସମ୍ମତ, ଯୁକ୍ତି ଯୁକ୍ତ ଓ ତଥ୍ୟ ଭିତ୍ତିକ ଚିନ୍ତାଧାରା, ସଚେତନ କରିବା ଓଡିଶାର ଗର୍ବ ଓ ଗୌରବ ବିଷୟରେ| ଏଥି ପାଇଁ ଏକ ଛୋଟ ପ୍ରୟାସ - ଜିଜ୍ଞାସା | ଆସନ୍ତୁ ହାତ ମିଳେଇବା, ଶିଖିବା ଏବଂ ଶିଖାଇବା, ନିଜର ଯୋଗଦାନ ଦେବା ନୂଆ ଓଡିଶା ଗଠନରେ |
"Jijnasa - The Curiosity" is an effort to encourage curiosity among Odia people, inculcate logical/scientific thinking and share knowledge on various aspects in Odia language.
Jijnasa
ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆଜି ଆମେ ଜିଜ୍ଞାସା ପରିବାରରେ 5K ସବସ୍କ୍ରାଇବର ମାଇଲଖୁଣ୍ଟରେ ପହଞ୍ଚିଲୁ !! ଆପଣଙ୍କର ସୁନ୍ଦର ମତାମତ, ସ୍ନେହ ଏବଂ ଭଲପାଇବା ମୋତେ ଏତେ ଦୂର ଆସିବାକୁ ଉତ୍ସାହିତ କରିଛି | ସେଥପାଇଁ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଅଭିନନ୍ଦନ !! ସେହିପରି ଭଲପାଇବା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା ! 🙏🥹😊
1 year ago | [YT] | 4
View 1 reply
Jijnasa
ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ! Happy 76th Republic Day! #republicday #january26 #indianrepublicday #jijnasaodia
1 year ago | [YT] | 8
View 1 reply
Jijnasa
ଗଣେଶପୂଜାର ଅନେକ ଶୁଭକାମନା ! Happy Ganesh Puja! Happy Ganesh Chaturthi! #jijnasaodia #happyganeshpuja #happyganeshchaturthi #ganeshpuja2024 #ganeshchaturthi2024 #JijnasaOdia #jijnasa
1 year ago | [YT] | 18
View 0 replies
Jijnasa
ଗୁରୁ ଦିବସର ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ! Happy Teachers' Day! #happyteachersday #teachersday #jijnasaodia #JijnasaOdia #jijnasa #odiawish
1 year ago | [YT] | 6
View 0 replies
Jijnasa
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଅଭିନନ୍ଦନ!! Happy Janmashtami! #happyjanmashtami #janmastami #jijnasaodia #srikrishna
1 year ago | [YT] | 21
View 0 replies
Jijnasa
ସମସ୍ତ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ!
Happy Independence Day! #happyindependenceday #jijnasaodia
1 year ago | [YT] | 6
View 0 replies
Jijnasa
youtube.com/shorts/8tH-PLHxsW...
1 year ago | [YT] | 2
View 0 replies
Jijnasa
53 ବର୍ଷ ପରେ ଏକ ବିରଳ ଘଟଣା!
ରଥଯାତ୍ରା ଚଳିତ ବର୍ଷ ଦୁଇ ଦିନ ଧରି ପାଳନ ହେବ । 7 ଜୁଲାଇ ଏବଂ 8 ଜୁଲାଇରେ ରଥ ଟଣା ହେବ | ଜୁଲାଇ 7 ରେ ରଥଗୁଡିକ ଅଳ୍ପ ଦୂରତା ପାଇଁ ଟାଣି ନିଆଯିବ, ତିନି ଦେବତାଙ୍କୁ ଜୁଲାଇ 8 ରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯିବ | #RathaJatra2024 #jijnasaodia #odisha
1 year ago | [YT] | 5
View 0 replies
Jijnasa
ଭୁବନେଶ୍ୱର ସହର କେଉଁ କେଉଁ ସହର ସିଧା ସଳଖ ଆନ୍ତର୍ଜାତୀୟ ବିମାନ ସେବା ଦ୍ୱାରା ସଂଯୁକ୍ତ ? #jijnasaodia #jijnasa #odisha #odiagk
1 year ago | [YT] | 4
View 3 replies
Jijnasa
Can you guess this location!!
Hint: Birth place of a very famous personality.
#odisha #jijnasaodia
1 year ago | [YT] | 5
View 3 replies
Load more