ଜଗନ୍ନାଥ ଭକ୍ତି /Jagannath Bhakti

🙏🌼ଜୟ ଜଗନ୍ନାଥ 🌼🙏
ନମସ୍କାର ବନ୍ଧୁଗଣ !!🙏 ଆପଣଙ୍କୁ ଜଗନ୍ନାଥ ଭକ୍ତି ୟୁଟୁବ୍ ଚ୍ୟାନେଲ କୁ ବହୁତ୍ ବହୁତ୍ ସ୍ବାଗତ💐। ପ୍ରତିଦିନ ନୂଆ ନୂଆ ଭକ୍ତିଭାବପୂର୍ଣ୍ଣ ବୈଦିକ ଧ୍ୟାନ ମନ୍ତ୍ର ତଥା ସ୍ତୋତ୍ର ଗୁଡ଼ିକ ଶୁଣିବା ଓ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ subscribe କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି କୁ ଦବାଇ "All Notification On" କରିବାକୁ ଭୁଲନ୍ତୁ ନାହିଁ ।

ଧ୍ୟାନ ମନ୍ତ୍ର ସହିତ ସେଗୁଡ଼ିକର ସଠିକ୍ ଉଚ୍ଚାରଣ ପାଇଁ ଭିଡିଓ ରେ ପ୍ରସାରିତ ଲେଖା ଗୁଡ଼ିକୁ ଦେଖନ୍ତୁ । ଏହି ଧ୍ୟାନ ମନ୍ତ୍ର ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କରୁଣା ଲାଭ କରନ୍ତୁ ।।
ଜୟ ଜଗନ୍ନାଥ🙏💐
ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଜଗତ ର ମଙ୍ଗଳ ହେଉ ଓ ସମସ୍ତଙ୍କ ମନରେ ଶାନ୍ତି ବିରାଜମାନ କରୁ। ସମସ୍ତେ ସପରିବାର ହସ ଖୁସି ଓ ଆନନ୍ଦରେ ରହନ୍ତୁ ଏତିକି ମୋର ପ୍ରଭୁ ଙ୍କ ଚରଣ ରେ ବିନମ୍ର ପ୍ରାର୍ଥନା ।



💐🙏🙏 ନମସ୍କାର 🙏🙏💐
🌸🌼🌹 ଧନ୍ୟବାଦ୍ 🌹🌼

💐🌹🌹🌺🌺🌷🌺🌺🌹🌹💐