🙏🌼ଜୟ ଜଗନ୍ନାଥ 🌼🙏
ନମସ୍କାର ବନ୍ଧୁଗଣ !!🙏 ଆପଣଙ୍କୁ ଜଗନ୍ନାଥ ଭକ୍ତି ୟୁଟୁବ୍ ଚ୍ୟାନେଲ କୁ ବହୁତ୍ ବହୁତ୍ ସ୍ବାଗତ💐। ପ୍ରତିଦିନ ନୂଆ ନୂଆ ଭକ୍ତିଭାବପୂର୍ଣ୍ଣ ବୈଦିକ ଧ୍ୟାନ ମନ୍ତ୍ର ତଥା ସ୍ତୋତ୍ର ଗୁଡ଼ିକ ଶୁଣିବା ଓ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ subscribe କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି କୁ ଦବାଇ "All Notification On" କରିବାକୁ ଭୁଲନ୍ତୁ ନାହିଁ ।
ଧ୍ୟାନ ମନ୍ତ୍ର ସହିତ ସେଗୁଡ଼ିକର ସଠିକ୍ ଉଚ୍ଚାରଣ ପାଇଁ ଭିଡିଓ ରେ ପ୍ରସାରିତ ଲେଖା ଗୁଡ଼ିକୁ ଦେଖନ୍ତୁ । ଏହି ଧ୍ୟାନ ମନ୍ତ୍ର ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କରୁଣା ଲାଭ କରନ୍ତୁ ।।
ଜୟ ଜଗନ୍ନାଥ🙏💐
ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଜଗତ ର ମଙ୍ଗଳ ହେଉ ଓ ସମସ୍ତଙ୍କ ମନରେ ଶାନ୍ତି ବିରାଜମାନ କରୁ। ସମସ୍ତେ ସପରିବାର ହସ ଖୁସି ଓ ଆନନ୍ଦରେ ରହନ୍ତୁ ଏତିକି ମୋର ପ୍ରଭୁ ଙ୍କ ଚରଣ ରେ ବିନମ୍ର ପ୍ରାର୍ଥନା ।
💐🙏🙏 ନମସ୍କାର 🙏🙏💐
🌸🌼🌹 ଧନ୍ୟବାଦ୍ 🌹🌼
💐🌹🌹🌺🌺🌷🌺🌺🌹🌹💐
ଜଗନ୍ନାଥ ଭକ୍ତି /Jagannath Bhakti
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା 🙌🏻❤️
1 week ago | [YT] | 16
View 0 replies
ଜଗନ୍ନାଥ ଭକ୍ତି /Jagannath Bhakti
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ
ଜୟ ଶ୍ରୀ ଜଗନ୍ନାଥ🙏🏻
5 months ago | [YT] | 224
View 4 replies
ଜଗନ୍ନାଥ ଭକ୍ତି /Jagannath Bhakti
ମଣିମା🌸
ମଗୁଥିଲି ମୁହିଁ ଆଜିବି ମାଗୁଛି
ସଂସାର ପାଇଁ କି ସୁଖ ।।
କେବେବି ବୁଝିନି ତୋର ମନ ତଳେ
ସାଇତା କେତେ ଯେ ଦୁଃଖ।।
ନ ପାଇଲେ ପୁଣି ତୋ ଦୁଆରୁ
ବିରସ କରି ମୋ ମୁଖ ।।
ନେଇଯାରେ ମୋଠୁ ସୁଖର ଶବ୍ଦଟା
ଦେଖା ନୀଳାଚଳ ବାଟ⭕‼️⭕
ଜୟ ଜଗନ୍ନାଥ 🙏🏻🌺
6 months ago | [YT] | 1,042
View 27 replies
ଜଗନ୍ନାଥ ଭକ୍ତି /Jagannath Bhakti
ଜୟ ଜଗନ୍ନାଥ🙏🚩
ଏହି ଗ୍ରୁପ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ
ଏହି ଗ୍ରୁପ ର ଉଦ୍ଦେଶ୍ୟ ହେଉଛି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଏକାଠି କରିବା ଓ ସେମାନଙ୍କ ମଧ୍ୟ ରେ ଜଗନ୍ନାଥ ଚେତନାକୁ ପ୍ରୋତ୍ସାହିତ କରିବା
ଏଠାରେ ଆପଣ ଶ୍ରୀ ଜଗନ୍ନାଥ ମନ୍ଦିର , ପୁରୀ ସମ୍ବନ୍ଧ ରେ ଅପଡେଟ ଗୁଡିକରେ କରାଯାଇଥିବା ରୀତିନୀତି ର ସମସ୍ତ ଅଦ୍ୟତନ ପାଇପାରିବେ
ମାନିବାକୁ ନିୟମ :~
୧ , ପରସ୍ପର କୁ ସମ୍ମାନ ଦିଅନ୍ତୁ
୨, ଅନାବଶ୍ୟକ ଚାଟ, ଭଏସ ମେସେଜ ,ଇମେଜ,ଫେସବୁକ୍, ୱାଟ ସାପ , insta gram , ରିଚାର୍ଜ, ଏ ସବୁ ର ଲିଙ୍କ ଅନୁମୋଦିତ ନୁହେ ।କେବଳ YouTube ର link ପଠାଯିବ।
୩, good morning, good night ଷ୍ଟିକର ଏହି ଗ୍ରୁପ ରେ ଅଗ୍ରହଣୀୟ।
୪, ଶ୍ରୀ ଜଗ୍ନାଥଙ୍କ ସଂସ୍କୃତି କୁ ଅପମାନିତ କରୁଥିବା ସମସ୍ତ ଜିନିଷ କୁ ବରଦସ୍ତ କରାଯିବ।
୫, ବ୍ୟକ୍ତିଗତ କଥାବାର୍ତ୍ତା କଠୋର ନିଷେଧ , କିନ୍ତୁ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଯେ କୌଣସି ଟପିକ୍ ବା ପ୍ରସଙ୍ଗ ଉପରେ ଆଲୋଚନା କରି ପାରିବେ।
୬ , କୌଣସି ବିବାଦ ପାଇଁ , ଆଡ୍ମିନ୍ ସମାଧାନ ପାଇଁ ଅପେକ୍ଷା କରନ୍ତୁ।
୭, ଗ୍ରୁପ ର ନିୟମ ନ ମାନିଲେ ଗ୍ରୁପ ରୁ ବହିସ୍କାର କରାଯିବ।
୮, ଯେଉଁ ମାନେ admins ଅଛନ୍ତି ସେମାନେ କେବଳ ମହାପ୍ରଭୁଙ୍କ ସମ୍ବନ୍ଧରେ massage କରିବେ।
ଜୟ ଜଗନ୍ନାଥ 🙏❤️
ଆମେ ଜଗନ୍ନାଥ ପ୍ରେମୀ ଆସନ୍ତୁ ଶ୍ରୀ ଜଗନ୍ନାଥ ଚେତନା କୁ ସାର ବିଶ୍ଵ ରେ ବିସ୍ତାର କରିବା🙏✨🙌WhatsApp ରେ add ହେବାପାଇଁ Requeste କରନ୍ତୁ ଏହି Numaber ରେ :- ୭୬୦୬୯୬୧୪୪୩/7606961443
Subscribe କରନ୍ତୁ ଆମ Youtube channel
👉🏻youtube.com/@jagannathbhakti3974?si=Jqk7u1ui1y18-Y…
7 months ago (edited) | [YT] | 380
View 11 replies
ଜଗନ୍ନାଥ ଭକ୍ତି /Jagannath Bhakti
ମହାପ୍ରଭୁ
7 months ago | [YT] | 617
View 24 replies
ଜଗନ୍ନାଥ ଭକ୍ତି /Jagannath Bhakti
ଶ୍ରୀ ହସ୍ତେ ଶଙ୍ଖ ଚକ୍ର ଦିଶେ ତା ଶ୍ରୀ ପୟର
କାନରେ କୁଣ୍ଡଳ ଦିଶେ ଝଲମଲ
ଶ୍ରୀ ଅଙ୍ଗେ ଶୋଭା ପାଏ ତୁଳସୀ ମାଳ
ଲାଗି ନ ଯାଉ ତାକୁ କାହା ନଜର
ଭକ୍ତର ଜୀବନ ସେ ଭକ୍ତ ପ୍ରଣେଶ୍ୱର
ତିନି ରଥେ ବସିଛନ୍ତି ମୋ ସୁନା ଠାକୁର !!
ଜୟ ଜଗନ୍ନାଥ 🙏🏻
7 months ago | [YT] | 568
View 10 replies
ଜଗନ୍ନାଥ ଭକ୍ତି /Jagannath Bhakti
ଶାନ୍ତା କାରଂ ଭୂଜଗ ଶୟନମ୍।।
ପଦ୍ମ ନାଭମ୍ ଶୁରେଶମ୍ ......🌺
ବିଶ୍ବ ଧାରଂ ଗଗନ ସଦୃସମ୍।।
ମେଘବର୍ଣ୍ଣ ଶୁଭଙ୍ଗମ୍......🌷
ଲକ୍ଷ୍ମୀ କାନ୍ତମ୍ କମଳ ନୟନମ।।
ଯୋଗୀ ଭିଧ୍ୟାନ ଗମ୍ୟମ୍ .....🪷
ବନ୍ଦେ ବିଷ୍ଣୁ ଉବଭୟ ହରମ୍।।
ସର୍ବ ଲୋକୈକ ନାଥମ....🌺🙌🏻
ନମୋ ନରୟାନୟଃ ନମଃ....🙏🏻
ଜୟ ଜଗନ୍ନାଥ 🙏🏻🌺
7 months ago | [YT] | 448
View 12 replies
ଜଗନ୍ନାଥ ଭକ୍ତି /Jagannath Bhakti
Jay Jagannath
7 months ago | [YT] | 796
View 23 replies
ଜଗନ୍ନାଥ ଭକ୍ତି /Jagannath Bhakti
ଜୟ ଜଗନ୍ନାଥ
7 months ago | [YT] | 236
View 7 replies
ଜଗନ୍ନାଥ ଭକ୍ତି /Jagannath Bhakti
ତୁମ ଇଶାରାରେ ସୁରୁଜ ଚନ୍ଦ୍ରମା
ହେଉଛନ୍ତି ଆତଯାତ,
ତୁମ ଚରଣରେ ଏହି ଅଧୀନର
କୋଟି କୋଟି ପ୍ରଣିପାତ🙌🙌
7 months ago | [YT] | 518
View 17 replies
Load more