Ratnagiri News Odisha

ରତ୍ନଗିରି ନ୍ୟୁଜ : ସବୁ ଖବର ଆମ ନଜର l ଅଳିଆ ସମ୍ବାଦ ପରିବେଷଣ କରି TRP ବଢାଇବା ଆମର ଲକ୍ଷ୍ୟ ନୂହେଁ l ଯେତିକି କହିବୁ ଠିକ୍ କହିବୁ l ଆପଣ ମାନଙ୍କ ସମସ୍ୟା ସମାଧାନ ଆମର ଲକ୍ଷ୍ୟ l ଲଙ୍ଗଳା ଫଟୋ କିମ୍ବା ଅସଭ୍ୟ ଶବ୍ଦ ବ୍ୟବହାର କରି ଖବର ପରିବେଷଣ ଠାରୁ ଆମେ କିନ୍ତୁ ବହୁ ଦୂରରେ l ଆପଣଙ୍କ ଭଲ ପାଇବା, ନିରପେକ୍ଷ ସମାଲୋଚନା ଓ ପରାମର୍ଶ ଆମ ପାଇଁ ମାର୍ଗ ଦର୍ଶନ l ଆପଣ ବି ଚାହିଁଲେ ଆପଣଙ୍କ ଅଞ୍ଚଳର ଖବର ଦେଇ ପାରିବେ ବିନା ଦ୍ୱିଧାରେ l ଜୟ ଜଗନ୍ନାଥ l

#theratnagiri
#theratnagirinews
#ratnagirinewsodisha
www.therarnagiri.com
theratnagiri.jjp@gmail.com