ମୋ ଚ୍ୟାନେଲ୍ କୁ ଆସିଥିବାରୁ ବହୁତ ବହୁତ ଧନ୍ଯବାଦ 🥰🙏

ଜୟ ଜଗନ୍ନାଥ🙇‍♀️🙏

❀ ମୁଁ Archana Malik (Archu)

ଆଶା କରୁଛି ଆପଣଙ୍କୁ ମୋର ସବୁ ଚିତ୍ର ଭଲ ଲାଗିଥିବ😇☺❤

❀ ମୁଁ ଏହି ଚ୍ୟାନେଲ୍ ରେ ମୋ art ର ଭିଡିଓ ବନେଇକି post କରେ। ମୋ ଚ୍ୟାନେଲ୍ ରେ ସବୁ type ଚିତ୍ର post କରିବାକୁ ମୁଁ ଚେ଼ଷ୍ଟା କରିବି । 🎨🤗


❀ ଆପଣ ଚାହିଁଲେ sketch order କରିପାରିେବ
art__by__archuu -ଏହି Instagram I'd ରେ ମୋତେ message କଲେ ମୁଁ ଆପଣଙ୍କୁ ସବୁ information ଦେବି।

❀ ମୁଁ self taught Artist 🙂

❀ ଆପଣଙ୍କ ଆଶୀର୍ବାଦ ଓ support ରହିଲେ ମୁଁ ଆଗକୁ ଯିବି। ଧନ୍ଯବାଦ 🙏🤗


"Dreams are not what you see in your sleep, they are the things that don’t let you sleep.”