SATYA TRIPATHY PINKU

ନମସ୍କାର ଦର୍ଶକ ବନ୍ଧୁ. ଏହା ମୋର ଏକ ନିଜସ୍ୱ ଭଜନ ଚାନେଲ ଅଟେ. ମୁଁ ଚେଷ୍ଟା କରିଛି ଆପଣ ମାନଙ୍କୁ ମୁଁ ନିଜେ ଗୀତ ଗାଈ, ଅଉ କିଛି ଆଧ୍ୟାତ୍ମିକ ଭିଡ଼ିଓ ସବୁ ତିଆରି କରି ଖୁସି କରି ପାରିବି, ତେଣୁ ଆପଣ ମାନଙ୍କୁ ମୋର ବିନମ୍ର ଅନୁରୋଧ ଆପଣ ମାନେ ମୋ ଭିଡିଓ କୁ like & subscribe କରିବେ. ଧନ୍ୟବାଦ ଜୟ ଜଗନ୍ନାଥ