Channel about -
Hello friend ମୁଁ Debashish Naik ମୋର Tech Debashish channel କୁ ସ୍ଵାଗତ କରୁଛି। Channel ଟି create ହୋଇଥିଲା 2/12/2024 , Sunday । ଯଦି channel ରେ ନୁଆ Right site ରେ ଥିବା SUBSCRIBE Button ଉପରେ click କରି all ଉପରେ set କରିଦେବେ ଯାହା ଫଳରେ ମୁଁ ଯାହା informative videos upload କରିବି ଆପଣ ସର୍ବ ପ୍ରଥମେ ଦେଖି ପାରିବେ। SUBSCRIBE free ରେ କରିବେ ଟଙ୍କାଟେ ଦେବାକୁ ପଡ଼ିବ ନାହିଁ । Long video ୩ ଦିନ ରେ ଗୋଟେ upload ହେବ and short video ୨ ଦିନ ରେ ୨ ଟା upload ହେବା।  upload ସମୟ ସକାଳେ ୬ ଟା ଯଦି upload ନ ହୋଇପାରିଲା ତେବେ ସନ୍ଧ୍ୟା ୬ ଟା ରେ ହେବ।  ମୋ ଘର Baleswar,ଓଡ଼ିଶା,From India ।

ମୋ channel ରେ ଆପଣ ମାନେ ଏହି related video ଦେଖିବାକୁ ପାଇବେ -
(୧) Computer and laptop related all tricks and tips
(୨) All online apply and job related tips
(୩) ସମସ୍ତ  ବ୍ୟାଙ୍କ୍ ର accounts openning form fillup
(୪) ସମସ୍ତ ବ୍ୟାଙ୍କ୍ ର withdrawal,Deposite Kyc,ATM card form fillup
(୬) All new information,whatsapp,Instagram,Facebook related tips
Social media -
(୧) Facebook-Debashish Naik
(୨) Instagram -debashish1421
(୩) Telegram - Tech Debashish