Odisha's number one News Channel "OTV" now brings the popular Western Odisha news bulletin 'Feedin' on YouTube. 'Feedin' packages news and current affairs in Sambalpuri dialect. The channel will have special additional programing besides tv packages. Bringing the cultural mosaic alive, 'Feedin' has emerged as the voice of Western Odisha. So click and watch your favourite programme 'Feedin'


OTV Fee Din

ବଜେଟ୍ ଆଗରୁ ମୁଖ୍ୟମନ୍ତ୍ରୀକୁଁ ରାଜ୍ୟପାଳ ମିଠା ଖୁଆଲେ
#MohanMajhi #odishabudget2026 #CMOOdisha #feedin #OTV

2 days ago | [YT] | 50

OTV Fee Din

ମୁଖ୍ୟମନ୍ତ୍ରୀକଁର ହାତେ ବଜେଟ ବାକସ୍
#MohanMajhi #odishabudget2026 CMO Odisha #feedin #OTV

2 days ago | [YT] | 141

OTV Fee Din

ସୁବର୍ଣ୍ଣପୁରେ ମହିଳାମାନକୁଁ ଆର୍ଥିକ ଭାବେ ସାବଲମ୍ବୀ କରବାର ଲାଗି ଜିଲ୍ଲାର ୧,୮୪୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧମୁକ୍ତ ଋଣ ଦେଇଛନ ସିଏମ । ତାର ସାଙ୍ଗେ ଜିଲ୍ଲାନେ ଭିନ୍ ଭିନ୍ ପ୍ରୋଜେକ୍ଟର ଶିଲାନ୍ୟାସ୍ ଆର୍ ଭିତ୍ତପ୍ରସ୍ତର ଥାପନା କଲେ ମୁଖ୍ୟମନ୍ତ୍ରୀ
#MohanMajhi #OdishaCm #feedin #SambalpuriNews #OTV

3 weeks ago | [YT] | 107

OTV Fee Din

ସୁବର୍ଣ୍ଣପୁର ଗସ୍ତନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖଲିଆପାଲିର ଭୀମ ଭୋଇ ପୀଠନେ ମହିମା ମନ୍ଦିରର କଲେ ଦର୍ଶନ..
#MohanMajhi #OdishaCm #feedin #SambalpuriNews #OTV

3 weeks ago | [YT] | 147

OTV Fee Din

🔴LIVE | ଫିଦିନ୍ | ସମ୍ବଲପୁରୀ-କୋସଲି ବୁଲେଟିନ୍ | Sambalpuri Kosli News | 18th December 2025 | OTV

2 months ago | [YT] | 0

OTV Fee Din

🔴LIVE | ଫିଦିନ୍ | ସମ୍ବଲପୁରୀ-କୋସଲି ବୁଲେଟିନ୍ | Sambalpuri Kosli News | 13th December 2025 | OTV

2 months ago | [YT] | 0

OTV Fee Din

କେମିତି ଥିଲା ସେଦିନର ସେ କାଳ ସଂଧ୍ୟା, ଯେଉଁଦିନ ତାଙ୍କ ଆଖି ଆଗରେ ଚାଲିଗଲା ସ୍ୱାମୀ ତଥା ପ୍ରସିଦ୍ଧ ଲେଖକ ଜଗଦୀଶ ମହାନ୍ତିଙ୍କ ଜୀବନ... ମୃତ୍ୟୁ ପୂର୍ବରୁ କ'ଣ କ'ଣ କରିଥିଲେ ଜଗଦୀଶ, ଯାହା ସେ କେବେ କରନ୍ତି ନାହିଁ... Click- 👇

1 year ago | [YT] | 0

OTV Fee Din

ଓଟିଭିର ଏଆଇ ଆଙ୍କର ଲିସାଠାରୁ ଶୁଣନ୍ତୁ, ୬ଟି ବଡ଼ ଖେଳ ଖବର...

1 year ago | [YT] | 0